ପଦ୍ମପୁର: ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଝାଡ଼ବନ୍ଧରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ମୁଁ କଥାରେ ନୁହେଁ, କାମରେ ବିଶ୍ୱାସ କରେ। କେନ୍ଦୁପତ୍ର ତୋଳାଳିଙ୍କ ହକ୍ ପାଇଁ ଓ ଚାଷୀ ମାନଙ୍କ ଉନ୍ନତି ନିମନ୍ତେ କାମ କରୁଛି। ମା' ମାନଙ୍କ ସଫଳତା ପାଇଁ ଓଡ଼ିଶା ସବୁଠୁ ଭଲ କାମ କରୁଛି, ସେମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ଆମର ଲକ୍ଷ ରହିଛି ।
powered by social2s

