ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ଡୁଙ୍ଗୁରିପାଲି ସହଲା ରାସ୍ତାରେ ଥିବା ଏକ ଦୋକାନରେ ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ୭ ଦୋକାନ । ଦୁର୍ଘଟଣାରେ ଫସି ରହିଥିବା ଜଣେ ବୃଦ୍ଧା ଙ୍କୁ ଉଦ୍ଧାର କରାଯାଇଛି। ୨୦ଟି ଗ୍ୟାସ୍ ଟାଙ୍କି ଫାଟିଥିବା ଅନୁମାନ କରାଯାଉଛି । ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି।
powered by social2s

