ଶେଷ ହେଲା ଶୀତକାଳୀନ ଅଧିବେଶନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଅନିର୍ଦ୍ଧିଷ୍ଟକାଳ ପାଇଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି। ସୂଚନା ଅନୁଯାୟୀ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିଲା ଶୀତ ଅଧିବେଶନ। ମାତ୍ର ୮ ଦିନ ଚାଲି ଶେଷ ହେଲା ବିଧାନସଭା ଶୀତ ଅଧିବେଶନ।

powered by social2s