ପଦ୍ମପୁରରେ ପୁଣି ଭୋଟ୍ ପୂର୍ବରୁ ଟଙ୍କା ବଣ୍ଟାକୁ ନେଇ ଉତ୍ତେଜନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପଦ୍ମପୁର: ଭୋଟ୍ ପୂର୍ବରୁ ଟଙ୍କା ବଣ୍ଟାକୁ ନେଇ ଧାମନଗର ଭଳି ପଦ୍ମପୁରରେ ମଧ୍ଯ ଦେଖାଯାଇଛି ଉତ୍ତେଜନା। ପାଇକମାଳର ସରେଇକେଲା ଗାଁରେ ବିଜେଡି କର୍ମୀ କାର୍‌ରେ ଆସି ଟଙ୍କା ବାଣ୍ଟୁଥିବା ଅଭିଯୋଗ। ଗ୍ରାମବାସୀ କାର୍ ସହ ୩ ଜଣଙ୍କୁ ଅଟକ ରଖିଥିବା ବେଳେ ୨ ଜଣ ଫେରାର ହୋଇଯାଇଥିଲେ। ୩ ଅଟକଙ୍କୁ ପାଇକମାଳ ପୁଲିସ୍ ଥାନାକୁ ନେଇଥିବା ସୂଚନା ।

powered by social2s