ମହାପ୍ରଭୁଙ୍କୁ କ୍ଷମା ମାଗିଲେ ୟୁଟ୍ୟୁବର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁ୍ରୀ: ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଭାଇରାଲ୍ ଘଟଣାରେ ମହାପ୍ରଭୁଙ୍କୁ କ୍ଷମା ମାଗିଲେ ଭିଡିଓ ଉତ୍ତୋଳନକାରୀ। ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ। ନୋ ଫ୍ଲାଏ ଜୋନ୍ ବୋଲି ସେ ଜାଣିନ ଥିବା କହିଛନ୍ତି ଅନିମେଶ।

powered by social2s