ଭଦ୍ରକ: ଆଜି ୮ ଘଣ୍ଟିଆ ଭଦ୍ରକ ସହର ବନ୍ଦ । ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।ଆଜି ସକାଳ ୬ଟାରୁ ଦିନ ୨ଟା ଯାଏଁ ଭଦ୍ରକ ସହର ବନ୍ଦ ପାଳନ କରାଯିବ। ବିଭିନ୍ନ ସ୍ଥାନରେ ପିକେଟିଂ ସହ ଗାଡ଼ିମୋଟର ଅଟକାଉଛନ୍ତି କଂଗ୍ରେସ କର୍ମୀ। ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।
powered by social2s

