ଶ୍ରୀମନ୍ଦିରରେ ନିଷିଦ୍ଧ ହେବ ସ୍ମାର୍ଟ ଫୋନ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀ ଶ୍ରୀମନ୍ଦିରରେ ନିଷିଦ୍ଧ ହେବ ସ୍ମାର୍ଟ ଫୋନ୍ । ଆଜି ଛତିଶା ନିଯୋଗ ବୈଠକରେ ନିଆଯାଇଛି ନିଆଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। କେବଳ କିପ୍ୟାଡ୍ ଫୋନ୍ ବ୍ୟବହାର କରିବେ ପ୍ରାଧିକୃତ ଅଧିକାରୀ ଓ ସେବାୟତ।

ନୀତି ସଂପର୍କିତ ସୂଚନା ପାଇଁ କେବଳ କମାଣ୍ଡର ସ୍ମାର୍ଟଫୋନ୍ ବ୍ୟବହାର କରିବେ ।

powered by social2s