ପଦ୍ମପୁର: ରାତି ପାହିଲେ ପଦ୍ମପୁର ଭୋଟ୍ ଗଣତି। ଆସନ୍ତାକାଲି ସକାଳ ୮ରୁ ଆରମ୍ଭ ହେବ ଗଣତି। ପ୍ରଥମେ ହେବ ପୋଷ୍ଟାଲ ବାଲାଟ ଓ ୮ଟା ୩୦ରୁ ଇଭିଏମ୍ ଗଣତି । ୩୧୯ ବୁଥ୍ର ଭୋଟ ଗଣତି ୧୪ଟି ଟେବୁଲରେ କରାଯିବ ଗଣତି। ବୁଥ୍ ଓ ପ୍ରାର୍ଥୀ ସଂଖ୍ୟା ବେଶି ଥିବାରୁ ଗଣତି ୨୩ ରାଉଣ୍ଡ ହେବ । ବୁଥ୍ ଗଣତି ସରିଲେ ୫ଟି ବୁଥ୍ର ଭିଭିପାଟ୍ ମ୍ୟାଚ୍ କରାଯିବ। ପଦ୍ମପୁର ଗଣତି ନେଇ ସୂଚନା ଦେଇଛନ୍ତି CEO ସୁଶିଲ ଲୋହାନୀ ।
powered by social2s

