ଜୟ ମା ଲକ୍ଷ୍ମୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ହେ ଜୟ ମାଁ ଲକ୍ଷ୍ମୀ ଠାକୁରାଣୀ ହେ ମାଁ ଜଗତଜନନୀ ଜଗତ ମାଁ ବାଇ ଠାକୁରାଣୀ ହେ ମାଁ ଶୋଭାବିବର୍ଦ୍ଧିନୀ ll ହେ ମାତ ତୁ ଆଦି ଠାକୁରାଣୀ ତୁ ତ ଶକ୍ତି ସ୍ୱରୂପଣୀ ହେ କମଳା ରମା ଠାକୁରାଣୀ ତୁ ତ ବାଣୀ ସପତଣୀ ll ମାର୍ଗଶିର ମାସ ଅଟେ ସାର ତୁ ଆହ୍ୱାନେ ଆବିର୍ଭାବ ଭକ୍ତିଏଁ ତୁ ପାଉ ପୂଜା ଘରେ ନ ରହେ କେବେ ଅଭାବ ll ତୁ ମାଁ ଅଟୁ ମାତ କ୍ଷମାମୟୀ ତୁ ଅଟୁ ପାପ ନାଶିନୀ ll ତୁ ଅଟୁ କରୁଣା ସିଦ୍ଧିଦାତ୍ରୀ ତୁ ତ ମୁକ୍ତି ପ୍ରଦାୟିନୀ ତ୍ରିନାଥ ପଟ୍ଟନାୟକ ( ଅଧ୍ୟାପକ ତଥା କବି) ଗ୍ରାମ : ଗାନ୍ଧୀ ନଗର ପୋ :/ ଜିଲ୍ଲା: କୋରାପୁଟ ମୋ :9438362172

powered by social2s