ଭୁବନେଶ୍ୱର: ପ୍ରକାଶ ପାଇଲା OAS-୨୦୨୧ ପ୍ରିଲିମ୍ ପରୀକ୍ଷାଫଳ। OAS-୨୦୨୧ ପ୍ରିଲିମ୍ ପରୀକ୍ଷାରେ ମୋଟ ୨୯, ୨୯୫ ଆଶାୟୀ ପ୍ରିଲିମ୍ ପରୀକ୍ଷା ଦେଇଥିବା ବେଳେ ମୋଟ ୫୨୯୬ ପରୀକ୍ଷାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।
powered by social2s