ନୟାଗଡ଼: ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ୍। ଅଭିଯୁକ୍ତ ସରୋଜ ସେଠୀକୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ୍ ଦେଲେ ହାଇକୋର୍ଟ। ଜାମିନ୍ ପାଇଁ ସର୍ତ୍ତ ସ୍ଥିର କରିବେ ତଳକୋର୍ଟ- ହାଇକୋର୍ଟ ।
powered by social2s