ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳ ଜାହାଜପଡ଼ାରେ ଗ୍ୟାସ୍ ସିଲିଣ୍ଡର ଫାଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମଧ୍ୟରେ ୨ ଜଣ ଶିଶୁ ଏବଂ ୨ ଜଣ ମହିଳା ଥିବା ସୂଚନା ମିଳିଛି।
powered by social2s