ଓଡ଼ିଶାରେ ଆରମ୍ଭ ହେବ ଛତୁ ମିଶନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ଖୁବ୍ ଶୀଘ୍ର ଆରମ୍ଭ ହେବ ଛତୁ ମିଶନ। ଛତୁ ମିଶନ ଆରମ୍ଭ ହେବା ନେଇ କୃଷି ସଚିବ ଅରବିନ୍ଦ ପାଢ଼ୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ବଟନ ଛତୁ ଉତ୍ପାଦନରେ ଓଡ଼ିଶାକୁ ସ୍ୱାବଲମ୍ବୀ କରିବ ଛତୁ ମିଶନ ବୋଲି ସେ କହିଛନ୍ତି।

powered by social2s