ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅନ୍ଧାରକୋଟ ନିକଟରେ ଏକ ସ୍କୁଲ୍ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ୫ ଜଣ ଆହତ ହୋଇଛନ୍ତି। ସ୍କୁଲ୍ ପିଲାଙ୍କୁ ନେଇ ଯାଉଥିବା ବେଳେ ଏକ ଭ୍ୟାନ୍ କୁ ଧକ୍କା ଦେଲା ଅଟୋ। ଜଣେ ଛାତ୍ର ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
powered by social2s

