ଭୁବନେଶ୍ୱରରେ ମଶା ଦମନ ପାଇଁ ବ୍ୟବହାର ହେବ drone

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରରେ ମଶା ଦମନ ପାଇଁ ବ୍ୟବହାର ହେବ drone, ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ। 

ମଶା ବଂଶ ବୃଦ୍ଧି ପାଇଥିବା ଅଞ୍ଚଳରେ Drone ସାହାଯ୍ୟରେ ହେବ କେମିକାଲ ଛିଞ୍ଚନ।

ଏହା ବ୍ୟତିତ ଘାସ କଟା ଟିମ୍ ବୃଦ୍ଧି କରାଯିବା ପାଇଁ ମଧ୍ୟ ନିଆଯାଇଛି ନିଷ୍ପତ୍ତି।

powered by social2s