ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଷିପୁରା ପେଟ୍ରୋଲ ପମ୍ପ ନିକଟ ଏକ ମୋବାଇଲ ଦୋକାନ ସାମ୍ନାରୁ ବ୍ୟବସାୟୀଙ୍କ ବାଇକ୍ ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ଲୁଟର ଶିକାର ହୋଇଥିବା ବ୍ୟବସାୟୀଜଣକ ବ୍ୟାଙ୍କରୁ ଟଙ୍କା ଉଠାଇ ଦୋକାନ ଯାଇଥିଲେ। ଦୋକାନରୁ ଫେରି ତାଙ୍କର ଡିକି ଭଙ୍ଗା ଯାଇଥିବା ସେ ଦେଖିଥିଲେ।
powered by social2s

