ହକି ବିଶ୍ୱକପ ଆୟୋଜନ ସମୀକ୍ଷା ପରେ ମୁଖ୍ୟ ସଚିବଙ୍କ ପ୍ରତିକ୍ରିୟା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ହକି ବିଶ୍ୱକପ ଆୟୋଜନ ସମୀକ୍ଷା ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟ ସଚିବ। ରାଉରକେଲା ଏୟାରଷ୍ଟ୍ରିପ୍ କାମ ସଂପୂର୍ଣ୍ଣ ହୋଇଥିବା କହିଛନ୍ତି ମୁଖ୍ୟ ସଚିବ। ଅନୁଧ୍ୟାନ ଚାଲିଛି, ଏହାପରେ ଲାଇସେନ୍ସ ମିଳିବ, ବିଭିନ୍ନ ଏୟାରଲାଇନ୍ସ ସହ କଥା ସରିଛି, ଚାର୍ଟର ଫ୍ଲାଇଟରେ ବି ଖେଳାଳିଙ୍କୁ ନେବା ଆଣିବା କରାଯିବ ବୋଲି ସେ କହିଛନ୍ତି।

powered by social2s