ଜାଲ୍‌ ନୋଟ୍‌ ସ୍ମଗଲରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଜାଲ୍‌ ନୋଟ୍‌ ସ୍ମଗଲରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର STF । ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳରେ ଡିଲ୍‌ ବେଳେ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ୩ ଲକ୍ଷ ଟଙ୍କାକୁ ୧ ଲକ୍ଷରେ ଡିଲ୍‌ କରୁଥିଲେ ନୋଟ୍‌ ସ୍ମଗଲର। ଗିରଫ ଅଭିଯୁକ୍ତ ଦେବଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି।

powered by social2s