କାଲିଠୁ ହକି ବିଶ୍ୱକପ୍ ପାଇଁ ଅଫ୍‌ଲାଇନ୍ ଟିକେଟ ବିକ୍ରି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ହକି ବିଶ୍ୱକପ୍ ନିମନ୍ତେ ଆସନ୍ତା କାଲିଠୁ ଆରମ୍ଭ ହେବ ଅଫ୍‌ଲାଇନ୍ ଟିକେଟ ବିକ୍ରି। ଭୁବନେଶ୍ୱର ଓ ରାଉରକେଲା ଷ୍ଟାଡିୟମରେ ଅଫ୍‌ଲାଇନରେ ବିକ୍ରି କରାଯିବ ଟିକେଟ। କଳିଙ୍ଗ ଷ୍ଟାଡିୟମର ୮ନଂ ଓ ବିର୍ସା ମୁଣ୍ଡାର ୨ ଓ ୬ ନଂ ଗେଟ୍‌ରେ ଦିନ ୧୧ରୁ ସନ୍ଧ୍ଯା ୭ଟା ଯାଏଁ ମିଳିବ ଟିକେଟ।

powered by social2s