ନୌସେନାର ସାମିଲ ହେଲା INS ମୋର୍ମୁଗାଓ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଳୀ: ଭାରତୀୟ ନୌସେନାରେ ସାମିଳ ହେଲା ଆଇଏନ୍‌ଏସ୍ ମୋର୍ମୁଗାଓ। ଏହି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପି୧୫ବି ଷ୍ଟିଲଥ ଗାଇଡେଡ୍ ମିଶାଇଲ୍ ବିଧ୍ୱଂସକାରୀ ଯୁଦ୍ଧଜାହାଜ। ଭାରତ ମହାସାଗରରେ ଚୀନ୍‌ର ଉପସ୍ଥିତିକୁ ଟକ୍କର ଦେବା ସହ ଏହା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବ। ଆଧୁନିକ ପ୍ରଣାଳୀରେ ତିଆରି ହୋଇଛି ଏହାର ସେନ୍ସର୍ ଓ ରାଡାର୍ ।

powered by social2s