ଚିଲିକା:ଚିଲିକା ଜହ୍ନିକୁଦା ଜେଟିରେ ବୁଡିଗଲା ପିକଅପ ଭ୍ୟାନ ନେଇଯାଉଥିବା ଡ଼ଙ୍ଗା | ପିକଅପ ଭ୍ୟାନ ଟି ଗ୍ୟାସ ଭର୍ତ୍ତି କରିବାକୁ ଖାଲି ସିଲିଣ୍ଡର ନେଇଯାଉଥିବା ବେଳେ ଘଟିଛି ଏହି ଅଘଟଣ | ଡଙ୍ଗା ବୁଡ଼ିଥିବା ସ୍ଥାନ ରେ ଅନେକ ସଂଖ୍ୟାରେ ଗ୍ୟାସ ଟାଙ୍କି ଭାସୁଥିବା ଦେଖିବାକୁ ମିଳିଥିଲା |
powered by social2s

