ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରକୁ ଖୁବ୍ ଶୀଘ୍ର ଉଡ଼ିବ ବିମାନ। ରାଉରକେଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ପରେ ଏହି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଲାଇନ୍ସେନ ମିଳିବା ପରେ ଉଡ଼ାନ ଯୋଜନା ଜରିଆରେ ଆଲାଏନ୍ସ ବିମାନ ଚଳାଚଳ ଆରମ୍ଭ ହେବ। ଏଆରଷ୍ଟ୍ରିପ୍ ବିଲ୍ଡିଂ ବୁଲିବା ସହ ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଭିତ୍ତିଭୂମି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ।
powered by social2s

