ଭୁବନେଶ୍ୱର: ଓଡ଼ିଶା ସରକାରଙ୍କୁ ଚେତାବନୀ ଦେଲା ଘରୋଇ ବସ୍ ମାଲିକ ସଂଘ । ଜାନୁଆରୀ ୧୬ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୧୭ରୁ ବସ୍ ଗଡ଼ିବନି ବୋଲି ଚେତାବନୀ ଦେଲା ଘରୋଇ ବସ୍ ମାଲିକ ସଂଘ । ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ନେଇ ନିଷ୍ପତ୍ତି ପରେ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଏହି ସୂଚନା ଦେଇଛନ୍ତି । ସ୍କ୍ରାପ୍ ପଲିସି ଉଚ୍ଛେଦ ସହ ୮ ଦଫା ଦାବି କରିଛି ଘରୋଇ ବସ୍ ମାଲିକ ସଂଘ।
powered by social2s

