ଭୁବନେଶ୍ବର: ଜାଡ଼ରେ ଥରୁଛି ସାରା ଓଡ଼ିଶା। ସୂଚନା ଅନୁଯାୟୀ, ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ଅନେକ ସହରର ତାପମାତ୍ରା। କୋରାପୁଟ ଜିଲ୍ଲାର ବନ୍ଧୁଗାଁ, ନାରାୟଣପାଟଣା, ସେମିଳିଗୁଡ଼ା ଓ ନନ୍ଦପୁର ଆଦି ଅଞ୍ଚଳରେ ଜାରି ରହିଛି ଶୀତ ଲହରୀ। ତେବେ ବଡ଼ ଦିନରେ ଶୀତ କମିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ନୁଆବର୍ଷରେ ପୁଣି ବଢ଼ିବ ଶୀତର ପ୍ରକୋପ।
powered by social2s

