ମୁଖ୍ୟମନ୍ତ୍ରୀଙ୍କ ପ୍ରୋଗ୍ରାମରେ କଳାରଙ୍ଗ ମନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଲେଶ୍ଵର: ଆଜି ବାଲେଶ୍ୱରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରୋଗ୍ରାମରେ କଳାରଙ୍ଗ ମନା। ଯେଉଁମାନେ କଳା ପୋଷାକ ପରିଧାନ କରିଥିଲେ ସେମାନଙ୍କୁ ବସ୍ତ୍ର ବାହାର କରିବା ପାଇଁ କହିଥିଲା ପୁଲିସ। କଳାରଙ୍ଗର ଜ୍ୟାକେଟ୍, ହେଲମେଟ, ସ୍ବେଟର, ସ୍କାର୍ପ, ପଲିଥିନ, ରୁମାଲ ଧରିଥିବା ଲୋକମାନଙ୍କୁ ଏପକିକି ବୟସ୍କ ବୃଦ୍ଧଙ୍କୁ ମଧ୍ଯ ନିଜ ଦେହରୁ ଶୀତ ବସ୍ତ୍ର କାଢିବାକୁ ବାଧ୍ୟ କରାଯାଇଥିଲା।

powered by social2s