ଉଜ୍ଜୟିନୀ ମଧ୍ୟପ୍ରଦେଶ ରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଦେଶ ତଥା ଦେଶ ବାହାରେ କରାଯାଉ ଥିବା ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ଉଜ୍ଜୟିନୀ ର ମହାକାଳେଶ୍ଵର ଙ୍କ ପୀଠରେ ଆରମ୍ଭ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ସଭାପତି ମହନ୍ତ ରାମକୃଷ୍ଣ ଦାସ ମହାରାଜ, ଧାରାବାହିକ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ପୁରୀରୁ ମହନ୍ତ ରାମ ଶରଣ ମହାରାଜ, ଅଖିଲ ଭାରତୀୟ ସନ୍ଥ ମହାସଭା ର ସମ୍ପାଦକ, ଉଜ୍ଜୟିନୀ ର ପ୍ରମୁଖ ଜ୍ୟୋତିଶାଚାରଜ୍ୟ, ଶ୍ରୀଜଗନ୍ନାଥ ଙ୍କୁ ଭଲ ପାଉଥିବା ଭକ୍ତ ଓ ପଞ୍ଚରାତ୍ର ସମିତିର ପ୍ରମୁଖ ବୈକୁଣ୍ଠନାଥ ମହାପାତ୍ର, ସମ୍ପାଦକ ପ୍ରଭାକର ମଲ୍ଲିକ, ନିରଞ୍ଜନ ଦାଶ, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ସମ୍ପାଦକ ନାରାୟଣ ମହାପାତ୍ର ଓ ବହୁ ପ୍ରମୁଖ ବ୍ୟକ୍ତି ଙ୍କ ଉପସ୍ଥିତିରେ ଉଦଘାଟିତ ହୋଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଥିଲା। 

powered by social2s