ନୂଆଦିଲ୍ଲୀ/ଭୁବନେଶ୍ବର: ଆସନ୍ତାକାଲି ଦେଶର ସବୁ ହସ୍ପିଟାଲରେ ହେବ ମକ୍ ଡ୍ରିଲ୍। ଜିଲ୍ଲା ସ୍ତରରେ ହସ୍ପିଟାଲ, ମେଡିକାଲ କଲେଜ ବେଡ୍, ଅକ୍ସିଜେନ ଯାଞ୍ଚ ହେବ। ଆଇସିୟୁ, ଟୀକା,ଔଷଧ, ଭେଣ୍ଟିଲେଟର, ପିପିଇ କିଟ୍ ଓ ମାନବ ସମ୍ବଳ ଯାଞ୍ଚ କରାଯିବ। ଏହି ସବୁ ତଥ୍ୟ ଗୁଡ଼ିକ କେନ୍ଦ୍ର ସରକାରଙ୍କ କୋଭିଡ ପୋର୍ଟାଲରେ ଅପଲୋଡ୍ କରାଯିବ।
powered by social2s

