୪ ନକଲି GST ଅଧିକାରୀ ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଛତ୍ରପୁର ପୋଲିସ ଦ୍ୱାରା ଗିରଫ ହେଲେ ୪ ନକଲି GST ଅଧିକାରୀଙ୍କୁ। ଗିରଫ ନକଲି GST ଅଧିକାରୀଙ୍କ ଗାଡିରୁ ୬୦ ବସ୍ତା ଗୁଟ୍‌ଖା ମଧ୍ୟ ଜବତ କଲା ଛତ୍ରପୁର ପୋଲିସ। ଗୁଟ୍‌ଖା ସହ ଅଭିଯୁକ୍ତଙ୍କଠାରୁ ଲକ୍ଷେ ୪୦ ହଜାର ସହ ୨ଟି କାର ଓ ୫ଟି ମୋବାଇଲ ଜବତ ହୋଇଥିବା ସୂଚନା ।

powered by social2s