ରଥଯାତ୍ରା ପାଇଁ ଆରମ୍ଭ ହେଲା ରଥ ନିର୍ମାଣ ପ୍ରକ୍ରିୟା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀ ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ରଥ ନିର୍ମାଣ ପ୍ରକ୍ରିୟା। ନୟାଗଡ଼ ଗଲା ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ମାଳ, ମାହାର୍ଦ୍ଦ, ଖଣ୍ଡୁଆ ଓ ଶ୍ରୀଫଳ । ବଡ଼ରାଉଳ ଠାକୁରାଣୀଙ୍କ ପାଖକୁ ଗଲା ମାଳ, ମାହାର୍ଦ୍ଦ, ଖଣ୍ଡୁଆ ଓ ଶ୍ରୀଫଳ । ରଥ ନିର୍ମାଣ ପାଇଁ କାଲି ହେବ ଗଛ ଚିହ୍ନଟ ଓ ହୋମଯଜ୍ଞ ପରେ ରଥ ପାଇଁ ଗଛ କଟା ଆରମ୍ଭ ହେବ।

powered by social2s