ଆଜିଠାରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବରଗଡ଼: ଆଜିଠାରୁ ଆରମ୍ଭ ହେଉଛି ୭୫ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଦୀର୍ଘ ୧୧ ଦିନ ଧରି ଚାଲିବ କଂସ ମହାରାଜଙ୍କ ଶାସନ । ଆଜିଠୁ ବରଗଡ଼ ସହର ପାଲଟିଯିବ ମଥୁରା ନଗରୀ। ସେହିପରି ଅମ୍ବାପାଲି ପାଲଟିଯିବ ଗୋପପୁର, ଜିରା ନଇ ପାଲଟିଯିବ ଯମୁନା, ଆଉ ବରଗଡ଼ ସହରବାସୀ ପାଲଟି ଯିବେ ଜଣେ ଜଣେ କଳାକାର ।

powered by social2s