ଭଦ୍ରକ: ଭଦ୍ରକ ଜିଲ୍ଲା ଟାଉନ ଥାନା ଛକରେ ଥିବା ଏକ ଲୁଗା ଗୋଦାମରେ ଅଗ୍ନିକାଣ୍ଡ ହୋଇଛି। ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ି ପାଉଁଶ ହୋଇଥିବା ସୂଚନା ମିଳିଛି। ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିଲେ ୨ଟି ଦମକଳ। ଆଜି ଭୋରରୁ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
powered by social2s