ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଗାନ୍ଧିନଗର: ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହୀରବେନ୍। ବିନା ଆଡ଼ମ୍ବରରେ ଶେଷକୃତ୍ୟ କଲେ ପରିବାର ସଦସ୍ୟ। ଶେଷକୃତ୍ୟ ପାଇଁ କାନ୍ଧରେ ମାଙ୍କ କୋକେଇ ବୋହିନେଇଥିଲେ ପ୍ରଧାନମନ୍ତ୍ରୀ। ଆଜି ସକାଳେ ୧୦୦ ବର୍ଷ ବୟସରେ ହୀରବେନ୍ ଙ୍କ ଦେହାନ୍ତ ହୋଇଛି। ଅସୁସ୍ଥତା ଯୋଗୁଁ ବୁଧବାର ତାଙ୍କୁ ଅହମଦବାଦର ଏକ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା।

powered by social2s