କୋରାପୁଟ: କୋରାପୁଟ ବୋରିଗୁମ୍ମାରେ ୨ ସପ୍ତାହରେ ୮ ନବଜାତ ଶିଶୁ ମୃତ୍ୟୁ ମାମଲା ନେଇ ଜାତୀୟ ମାନବାଧିକାର କମିଶନ(NHRC) ପକ୍ଷରୁ ନୋଟିସ୍। ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ତଲବ। ୪ ସପ୍ତାହରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି।
powered by social2s

