ନୂଆବର୍ଷ ଦିନ ସୁର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ନୂଆବର୍ଷ ଦିନ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ବିନା ଶୁଳ୍କରେ ଯାଇପାରିବେ ପର୍ଯ୍ୟଟକ। ଗୋଟିଏ ଦିନ ପାଇଁ ପ୍ରବେଶ ଶୁଳ୍କ ଛାଡ଼ କରିବା ପାଇଁ Archeological Survey of India (ASI) ପକ୍ଷରୁ ନିଆଯାଇଛି ନିଷ୍ପତ୍ତି।

powered by social2s