ମୋ ବସ୍‌ରେ ୬ ଯାତ୍ରୀଙ୍କ ମୋବାଇଲ୍ ଫୋନ୍ ଚୋରି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ମୋ ବସ୍ ରୁ ଏକାଥରେ ୬ଟି ମୋବାଇଲ୍ ଫୋନ୍ ଚୋରି କରି ଫେରାର ହୋଇଛନ୍ତି ଦୁର୍ବୁତ୍ତ। ଆଜି ନୂଆ ବର୍ଷରେ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ନନ୍ଦନକାନନ ବୁଲି ଆସିଥିଲେ। ଭୁବନେଶ୍ୱର ବରମୁଣ୍ଡାରୁ ଜଗତପୁର ଯାଉଥିବା ୧୮ନମ୍ବର ମୋ ବସ୍‌ ରେ କିଛି ପର୍ଯ୍ୟଟକ ନନ୍ଦନକାନନ ଷ୍ଟପେଜ୍‌ରୁ ଚଢ଼ିବା ବେଳେ ପ୍ରବଳ ଭିଡ ହୋଇଥିଲା। ଏହାର ସୁଯୋଗ ନେଇ କିଛି ମୋବାଇଲ୍ ଚୋର ଯାତ୍ରୀଙ୍କ ମୋବାଇଲ୍ ଚୋରି କରିନେଇଥିବା ଅଭିଯୋଗ ହୋଇଛି।

powered by social2s