ବାରିପଦା: ଦୁର୍ଘଟଣା ପରେ ଏକ ବସ୍ ରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ।
ମୟୁରଭଞ୍ଜ ଜିଲ୍ଲା ବାରିପଦା ସହର ଦେଇଯାଉଥିବା ଜାତୀୟ ରାଜପଥ ୧୮ରେ ବସ୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର ପରେ ଉତ୍ତେଜନା ସୃଷ୍ଟି ହୋଇଛି।
ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଥିବା ସୂଚନା।
ଯାତ୍ରୀ ନଥିବା ବସ୍ ଜାଳିଦେଲେ ଲୋକେ । ଗୁରୁତର ଯୁବକ ବାରିପଦା ପଣ୍ଡିତ ରାହୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
powered by social2s

