ଓଡ଼ିଶାରେ ବଢ଼ୁଛି ତାପମାତ୍ରା, କମୁଛି ଶୀତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: -ଗୁରୁଚାପ ପ୍ରଭାବରେ ଓଡ଼ିଶାକୁ ପ୍ରବେଶ କରୁଛି ଉଷ୍ମ ଜଳୀୟବାଷ୍ପ । ପ୍ରଭାବରେ ରାଜ୍ୟରେ ତାପମାତ୍ରା ୬ ଡିଗ୍ରୀ ବୃଦ୍ଧି ପାଇଥିବା ଜଣାପଡ଼ିଛି। ରାତି ସମେତ ଦିନରେ ତାପମାତ୍ରା ବୃଦ୍ଧି ପାଇଛି। ତିନି ଦିନ ପରେ ତାପମାତ୍ରା ହ୍ରାସ ପାଇବ ଓ ଶୀତ ବଢ଼ିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

powered by social2s