ଭୁବନେଶ୍ୱର: OCS ଆଶାୟୀଙ୍କୁ ସରକାରଙ୍କ ଆଉ ଏକ ସୁଯୋଗ । OCSE-୨୦୧୯, ୨୦ ଓ ୨୧ ମସିହାରେ ପରୀକ୍ଷା ଦେଇଥିବା ଆଶାୟୀଙ୍କୁ ଆଉ ଏକ ସୁଯୋଗ ଦେବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। OCSE-୨୦୧୯, ୨୦ ଓ ୨୧ ର ଆଶାୟୀଙ୍କ ସର୍ବୋଚ୍ଚ ବୟସ ସୀମାରେ କୋହଳ କଲେ ସରକାର। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ରିଜୋଲ୍ୟୁସନ ଜାରି କରାଯାଇଛି।
powered by social2s

