ମାଲକାନଗିରିରେ ଅଗ୍ନିକାଣ୍ଡ, ଜଣେ ଜୀବନ୍ତ ଡଗ୍ଧ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ନିଲିଗୁଡା ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି।

 

ଅଗ୍ନିକାଣ୍ଡ ରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ଛି।

 

ମୃତକ ହେଲେ ଇମା ମାଡକାମୀ।

 

ଘରେ ସୋଇଥିବା ବେଳେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

 

ଅଗ୍ନିକାଣ୍ଡ ରେ ତିନି ବଖରା ମଧ୍ୟ ଜଳିଯାଇଛ।

 

powered by social2s