ଭୁବନେଶ୍ୱର: ଓଡିଶା ଆସୁଛି କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରିୟ 'ଡାକୋଟା ବିମାନ' । ୩ଟି ଟ୍ରଲରରେ ଲଦା ହୋଇ ଓଡ଼ିଶା ଆସୁଛି ଡାକୋଟା ବିମାନ। ବିଜୁବାବୁଙ୍କ ଡାକୋଟାକୁ ଖୋଲାଯାଇ ଭୁବନେଶ୍ୱର ଅଣାଯାଉଛି।
powered by social2s