ପୁଣି ଦଳାଚକଟାରେ ୩ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମାଲକାନଗିରି: ମାଲକାନଗିରିର ମାଲ୍ୟବନ୍ତ ମହୋତ୍ସବରେ ଅତ୍ୟଧିକ ଭିଡ଼ ଯୋଗୁ ଦଳାଚକଟାରେ ୩ଜଣ ଆହତ ହୋଇଛନ୍ତି। ୩ ଜଣ ହତଙ୍କୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ମାଲ୍ୟବନ୍ତ ମହୋତ୍ସବରେ ୪୦ ହଜାରରୁ ଅଧିକ ଲୋକଙ୍କ ସମାଗମ ଯୋଗୁ ଅତ୍ୟଧିକ ଭିଡ଼ ହୋଇଥିଲା, ଫଳରେ ଏପରି ପରିସ୍ଥିତି ଉପୁଜିଥିଲା।

powered by social2s