ଚିକପେଟ୍ ଡୋନେ ବିରିୟାନୀ ହାଉସ୍ ର ଶୁଭାରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଉତ୍ତର ଭାରତର ପ୍ରସିଦ୍ଧ ଡୋନେ ବିରିୟାନୀ ଓଡ଼ିଶାରେ ପ୍ରଥମ ଥର ପାଇଁ ଚିକପେଟ ଡୋନେ ବିରିୟାନୀ ହାଉସ୍ ପକ୍ଷରୁ ସ୍ଥାନୀୟ ଜଗମରା ଠାରେ ଖୋଲାଯାଇଛି। ଏହି ଅବସରରେ ଓଡ଼ିଆ ଜଗତର ଜଣାଶୁଣା ଅଭିନେତ୍ରୀ ଶୀତଲ ପାତ୍ର ଶୁଭାରମ୍ଭ କରିଥିଲେ। ପ୍ରଦୀପ ଟି କେ ଗୌଡା ଏମଡି ଡୋନେ ବିରିୟାନୀ, କୌସ୍ତଭ କୁମାର ରାୟ ଭୁବନେ୍ବରସ୍ଥିତ ଫ୍ରାଞ୍ଚାଇଜ୍ ଓନର ଉପସ୍ଥିତ ଥିଲେ। ଭାରତରେ ଏହାର ୯୦ ଟି ଆଉଟଲେଟ ରହିଛି। ଏହାର ବିଶେଷତ୍ବ ହେଉଛି ଏଠାରେ କଦଳୀ ପତ୍ରରେ ସମସ୍ତ ପ୍ରକାରର ଖାଦ୍ୟ ସାମଗ୍ରୀ ପରିବେଷଣ କରାଯାଏ। ଏଠାରେ ବିଭିନ୍ନ ପ୍ରକାରର ଆମିଷ ନିରାମିଷ ବିରୀୟନୀ, ଚିକେନ୍ ଷ୍ଟାଟର, ଫିଶ ଷ୍ଟାଟର, ସୁପ୍, ମଟନ ଷ୍ଟାଟର, ଭେଜ ଷ୍ଟାଟର ମାନ ରହିଛି।

powered by social2s