ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପୁରୀରେ ପହଞ୍ଚିଲା ପ୍ରଥମ ରଥକାଠ। ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ଶ୍ରୀମନ୍ଦିରକୁ ପଠାଗଲା କାଠ। ପ୍ରଥମ ପର୍ଯ୍ୟାୟରେ ୩ଟି ଗାଡ଼ିରେ ୧୦୪ ଖଣ୍ଡ କାଠ ନୟାଗଡ଼ ରୁ ପଠାଯାଇଛି। ଅସନ କାଠ ୭୧ ଖଣ୍ଡ ଓ ଧଉରା କାଠ ୩୩ ଖଣ୍ଡ ପଠାଯାଇଥିବା ସୂଚନା।
powered by social2s

