ବ୍ରାହ୍ମଣୀ ନଦୀର ନାଧରା ଘାଟରେ ଅଘଟଣ, ୨ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଢେଙ୍କାନାଳ: ବ୍ରାହ୍ମଣୀ ନଦୀର ନାଧରା ଘାଟରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ସାଙ୍ଗ । ଢେଙ୍କାନାଳ ଜିଲ୍ଲାର ଘଟିଛି ଏହି ଅଘଟଣ। ଜଣେ ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ଅନ୍ୟଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର। ଦୁଇ ମୃତାହତ ଗୋଟିଏ ଘରୋଇ କମ୍ପାନୀର କର୍ମଚାରୀ। ସାଙ୍ଗମାନଙ୍କ ସହ ମିଶି ଭୋଜି କରି ଗାଧୋଇଲା ବେଳେ ବୁଡ଼ି ଯାଇଥିଲେ ୨ ସାଙ୍ଗ।

powered by social2s