ଭୁବନେଶ୍ୱର: ଖଣ୍ଡଗିରି ମେଳା ଓ ଯାତ୍ରା ଉତ୍ସବ ପାଇଁ ଗାଇଡଲାଇନ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ। ପୂରା କୋଭିଡ଼ ନିୟମ ମାନି ଯାତ୍ରା ଚାଲିବ ବୋଲି କହିଛି ମହାନଗର ନିଗମ। ଯାତ୍ରା ପେଣ୍ଡାଲ ପ୍ରବେଶ ପଥରେ ସାନିଟାଇଜର୍ ରଖିବେ ଆୟୋଜକ ଏବଂ ଯାତ୍ରା କମିଟି ସଦସ୍ୟମାନେ ତଥା ଭଲ୍ୟୁଣ୍ଟିୟର ସଂପୂର୍ଣ୍ଣ ଟିକା ନେଇଥିବା ଜରୁରୀ ବୋଲି ଗାଇଡଲାଇନ ଜାରି କରାଯାଇଛି।
powered by social2s

