କୂଅରୁ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଓଲସିଂହ ଗାଁର ଏକ କୂଅରୁ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ। ଗତକାଲି ଅପରାହ୍ନ ୫ଟାରୁ ଖେଳିବାକୁ ଯାଇ ନାବାଳକ ଜଣକ ନିଖୋଜ ଥିଲେ। ଆଜି ତାଙ୍କ ଘର ପାଖ କୂଅ ଭିତରୁ ସାଇକେଲ ସହ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ନାବାଳକ ଜଣକ ସେହି ଗାଁର ମହେଶ୍ୱର ବେହେରାଙ୍କ ପୁଅ। ଘଟଣାସ୍ଥଳରେ ଆଦର୍ଶ ଥାନାର ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

powered by social2s