ଭାଙ୍ଗିଲା ଇନ୍ଦ୍ରାବତୀ ବାମ କେନାଲ, ସୃଷ୍ଟି ହେଲା ୩୦ ଫୁଟର ଘାଇ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୁନଗୁନିଆ ରେଙ୍ଗାଲପାଲି ଗାଁ ନିକଟରେ ସୃଷ୍ଟି ହେଲା ୩୦ ଫୁଟର ଘାଇ। ପୁଣି ଭାଙ୍ଗିଲା ଇନ୍ଦ୍ରାବତୀ ବାମ କେନାଲ। ରବି ଚାଷ ଆରମ୍ଭରୁ କେନାଲ ଭୁଷୁଡ଼ି ପଡିବାରୁ ଚାଷୀଙ୍କର ବଢ଼ିଛି ଚିନ୍ତା। ବହୁ ଚାଷ ଜମି ଜଳମଗ୍ନ ହୋଇଯାଇଛି। ବାଲି ବସ୍ତା ରଖି ପାଣି ବନ୍ଦ କରାଯାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ମରାମତି କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ବିଭାଗୀୟ ଯନ୍ତ୍ରୀ ।

powered by social2s