ଗଞ୍ଜେଇ ମାଫିଆଙ୍କୁ ପିଛା କଲାବେଳେ ଓଲଟିଲା ପୋଲିସ ଭ୍ୟାନ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମୋହନା: ଗଜପତି ଜିଲ୍ଲା ରାକେଶପଙ୍କା ନିକଟରେ ଓଲଟିଲା ପୋଲିସ ଭ୍ୟାନ୍। ଗଞ୍ଜେଇ ମାଫିଆଙ୍କୁ ପିଛା କରୁଥିବା ବେଳେ ଭ୍ୟାନ୍ ଓଲଟିଥିବା ସୂଚନା। ଦୁର୍ଘଟଣାରେ ମୋହନା ଥାନା ଏଏସଆଇ ଗୁରୁତର ଆହତ ହୋଇଛନ୍ତି। ଭ୍ୟାନ୍ ର ଡ୍ରାଇଭର ଫେରାର ହୋଇଥିବା ଜଣାପଡ଼ିଛି।

powered by social2s