ଖୋର୍ଦ୍ଧା ବାଘମାରୀ ନିକଟରେ ସିରିଜ୍ ଦୁର୍ଘଟଣାରେ ୪ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ନିକଟରେ ଏକ ସିରିଜ୍ ଦୁର୍ଘଟଣା ଘଟିଛି। 

 

ଅଟୋ ଓ ବାଇକକୁ ପଛରୁ ପିଟିଲା ପିକଅପ୍ ଭ୍ୟାନ୍ । ଏଥିରେ ୪ ଜଣ ଆହତ ହୋଇଛନ୍ତି।

ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଭାରସାମ୍ୟ ହରାଇ ପିକଅପ ଭ୍ୟାନ୍ ଓଲଟିବା ପରେ ଅନ୍ୟଗାଡ଼ିକୁ ପିଟିଥିଲା।

powered by social2s