ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ନିକଟରେ ଏକ ସିରିଜ୍ ଦୁର୍ଘଟଣା ଘଟିଛି।
ଅଟୋ ଓ ବାଇକକୁ ପଛରୁ ପିଟିଲା ପିକଅପ୍ ଭ୍ୟାନ୍ । ଏଥିରେ ୪ ଜଣ ଆହତ ହୋଇଛନ୍ତି।
ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଭାରସାମ୍ୟ ହରାଇ ପିକଅପ ଭ୍ୟାନ୍ ଓଲଟିବା ପରେ ଅନ୍ୟଗାଡ଼ିକୁ ପିଟିଥିଲା।
powered by social2s