କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଜାହାନିଆ ନିକଟ ସମୁଦ୍ରରେ ଗାଧେଇଲା ବେଳେ ଭାସିଗଲେ ୨ ଯୁବକ। ଭାସି ଯାଇଥିବା ୨ ଯୁବକଙ୍କ ମଧ୍ଯରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଉ ଜଣେ ନିଖୋଜ ଅଛନ୍ତି। ଜଗତସିଂହପୁରରୁ ପିକନିକ୍ କରିବାକୁ ଆସି ସମୁଦ୍ରରେ ଗାଧେଇଲା ବେଳେ ଭାସିଯାଇଥିଲେ ୨ ଯୁବକ।
powered by social2s